ଭୁବନେଶ୍ବର: ରାଜ୍ୟରୁ ଆଜି ୨୧୨୮ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟର ଜରିଆରେ ସୂଚନା ଦିଆଯାଇଛି। ଆଜିର ସୁସ୍ଥଙ୍କୁ ମିଶାଇଲେ ରାଜ୍ୟରେ ଏଯାବତ ୨୫୭୦୪୧ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ସୂଚନା ରହିଛି।
Another 2128 Covid patients have recovered and are being discharged on 22.10.2020
210 from Khordha
149 from Anugul
140 from Cuttack
114 from Sundargarh
104 from Baleswar
100 from Mayurbhanj
100 from Nabarangpur
99 from Nuapada
86 from Jajapur
80 from Puri
72 from Kendrapara— H & FW Dept Odisha (@HFWOdisha) October 22, 2020
ତେବେ ଆଜି ସୁସ୍ଥ ହୋଇଥିବା ୨୧୨୮ଜଣ କରୋନା ଆକ୍ରାନ୍ତ ମଧ୍ୟରୁ ଖୋର୍ଦ୍ଧାରୁ ୨୧୦ଜଣ, ଅନୁଗୁଳରୁ ୧୪୯ଜଣ, କଟକରୁ ୧୪୦ଜଣ, ସୁନ୍ଦରଗଡ଼ରୁ ୧୧୪ଜଣ, ବାଲେଶ୍ୱରରୁ ୧୦୪ଜଣ, ମୟୁରଭଞ୍ଜରୁ ୧୦୦ଜଣ, ନବରଙ୍ଗପୁରରୁ ୧୦୦ଜଣ, ନୂଆପଡ଼ାରୁ ୯୯ଜଣ, ଯାଜପୁରରୁ ୮୬ଜଣ, ପୁରୀରୁ ୮୦ଜଣ, କେନ୍ଦ୍ରାପଡ଼ାରୁ ୭୨ଜଣ, କଳାହାଣ୍ଡିରୁ ୬୮ଜଣ, ଜଗତସିଂହପୁରରୁ ୬୪ଜଣ, ମାଲକାନଗିରିରୁ ୬୩ଜଣ, ଝାରସୁଗୁଡ଼ାରୁ ୬୧ଜଣ, ବରଗଡ଼ରୁ ୬୦ଜଣ, ବଲାଙ୍ଗୀରରୁ ୬୦ଜଣ, ସମ୍ବଲପୁରରୁ ୫୭ଜଣ, ଭଦ୍ରକରୁ ୫୧, କେନ୍ଦୁଝରରୁ ୪୯ଜଣ, ସୋନପୁରରୁ ୪୦ଜଣ, ନୟାଗଡ଼ରୁ ୩୯ଜଣ, ବୌଦ୍ଧରୁ ୩୧ଜଣ, କୋରାପୁଟରୁ ୩୧, କନ୍ଧମାଳରୁ ୩୦, ଢେଙ୍କାନାଳରୁ ୨୪, ଦେଓଗଡ଼ରୁ ୧୭ଜଣ, ଗଞ୍ଜାମରୁ ୧୬ଜଣ, ରାୟଗଡ଼ାରୁ ୧୧ଜଣ ଏବଂ ଗଜପତିରୁ ୯ଜଣ ସୁସ୍ଥ ହୋଇଛନ୍ତି | ଏହା ସହ ଷ୍ଟେଟପୁଲରୁ ଆଜି ୯୩ଜଣକରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।