ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାରୁ ୩୪୨ ଜଣଙ୍କ ସମେତ ଆଜି ରାଜ୍ୟରେ ମୋଟ ୨ ହଜାର ୬୧୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୬୨ ହଜାର ୩୧କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍ ଜରିଆରେ ଏହି ସୂଚନା ଦିଆଯାଇଛି।
Another 2613 Covid patients have recovered and are being discharged on 24.10.2020
342 from Khordha
281 from Cuttack
228 from Sundargarh
199 from Mayurbhanj
145 from Anugul
106 from Baleswar
86 from Puri
85 from Sonepur
84 from Kendrapara
75 from Jajapur
70 from Nuapada— H & FW Dept Odisha (@HFWOdisha) October 24, 2020
ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଆଜି କଟକରୁ ୨୮୧ଜଣ, ସୁନ୍ଦରଗଡ଼ରୁ ୨୨୮ଜଣ, ମୟୁରଭଞ୍ଜରୁ ୧୯୯ଜଣ, ଅନୁଗୁଳରୁ ୧୪୫ଜଣ, ବାଲେଶ୍ୱର ୧୦୬ଜଣ, ପୁରୀରୁ ୮୬ଜଣ, ସୋନପୁରରୁ ୮୫ଜଣ, କେନ୍ଦ୍ରାପଡ଼ାରୁ ୮୪ଜଣ, ଯାଜପୁରରୁ ୭୫ଜଣ, ନୂଆପଡ଼ାରୁ ୭୦ଜଣ, ବରଗଡ଼ରୁ ୬୯ଜଣ, ବଲାଙ୍ଗୀରରୁ ୬୯ଜଣ, ଝାରସୁଗୁଡ଼ାରୁ ୬୭ଜଣ, କେନ୍ଦୁଝରରୁ ୬୬ଜଣ, ଭଦ୍ରକରୁ ୬୦ଜଣ, ଜଗତସିଂହପୁରରୁ ୫୫ଜଣ, ସମ୍ବଲପୁରରୁ ୫୪ଜଣ, ଢେଙ୍କାନାଳରୁ ୪୯ଜଣ, କଳାହାଣ୍ଡିରୁ ୪୯ଜଣ, ବୌଦ୍ଧରୁ ୪୬ଜଣ, ଗଞ୍ଜାମରୁ ୪୧ଜଣ, ମାଲକାନଗିରିରୁ ୩୮ଜଣ, କନ୍ଧମାଳ,କୋରାପୁଟ ଏବଂ ନବରଙ୍ଗପୁରରୁ ୩୩ଜଣ ଲେଖାଏଁ ସୁସ୍ଥ ହୋଇଥିବା ବେଳେ ନୟାଗଡ଼ରୁ ୩୦ଜଣ ସୁସ୍ଥ ହୋଇଛନ୍ତି |
27 from Rayagada
14 from Gajapati
9 from Deogarh
69 from State PoolThe total recovered cases of Odisha now stand at 262031
— H & FW Dept Odisha (@HFWOdisha) October 24, 2020
ସେହିଭଳି ରାୟଗଡ଼ାରୁ ୨୭ଜଣ, ଗଜପତିରୁ ୧୪ଜଣ, ଦେଓଗଡ଼ରୁ ୯ଜଣ ଏବଂ ଷ୍ଟେଟ ପୁଲରୁ ୬୯ଜଣ ସୁସ୍ଥ ହୋଇଛନ୍ତି |