ବଢ଼ିଲା ଏସ୍‌ଏସ୍‌ବି ସଭାପତିଙ୍କ କାର୍ଯ୍ୟକାଳ

ଭୁବନେଶ୍ବର : ଷ୍ଟେଟ୍‌ ସିଲେକ୍ସନ ବୋର୍ଡ(ଏସ୍‌ଏସ୍‌ବି) ସଭାପତି ଦକ୍ଷପ୍ରସାଦ ନନ୍ଦଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଛି। ୬୨ ବର୍ଷ ହେଉଥିବାରୁ ଶ୍ରୀ ନନ୍ଦଙ୍କ କାର୍ଯ୍ୟକାଳ ଆସନ୍ତା ୧୬ ତାରିଖରେ ଶେଷ ହେଉଥିଲା। ତେବେ ଓଡ଼ିଶା ଶିକ୍ଷା(ସିଲେକ୍ସନ ବୋର୍ଡ ଫର୍‌ ଦି ଷ୍ଟେଟ୍‌) ରୁଲ୍ସ,୧୯୯୨ ଅନୁଯାୟୀ କାର୍ଯ୍ୟକାଳକୁ ୨୦୨୦ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

ସମ୍ବନ୍ଧିତ ଖବର