ବାରଙ୍ଗ: ବାରଙ୍ଗ ଥାନା ପୁଲିସ ରତାଗଡ଼ ଭାଲୁଙ୍କା ବସ୍ତିରେ ଲୁଟ୍ ବାଇକ୍ ଥିବାର ବିଶେଷ ସୂତ୍ରରୁ ଖବର ପାଇ ଚଢ଼ଉ କରିଥିଲା। ଚଢଉ ବେଳେ ୩ଟି ଚୋରି ହୋଇଥିବା ମୋଟର ସାଇକେଲ ଜବତ ହୋଇଛି। ପୁଳିସ ୩ ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। 

Advertisment

ପୁଲିସ  ଗିରଫ  କରି ଥିବା ସମସ୍ତ ଯୁବକଙ୍କ ବୟସ ୨୦ ବର୍ଷ ଭିତରେ। ୨ ଜଣଙ୍କର ୨୦ ବର୍ଷ ବୟସର।

ଅଧିକ ପଢ଼ନ୍ତୁ: ସରକାରୀ ସ୍କୁଲ ରଙ୍ଗ ଗେରୁଆ ହେବ: ନିର୍ଦ୍ଦେଶ ଜାରି

ବାଦଲ ମୁଣ୍ଡା, ରଘୁ ପିଙ୍ଗୁଆ ୨୦ ବର୍ଷ ବୟସର ହୋଇଥିବାବେଳେ ତୃତୀୟ ଅଭିଯୁକ୍ତ ଜୟପୁର ରୋଡ଼ର  କ୍ରୀଷ୍ଣା ବାଆଁରାଙ୍କ ବୟସ ୧୯ ବର୍ଷ ।

ଅଧିକ ପଢ଼ନ୍ତୁ: ପରିଚୟ ଲୁଚାଇ ଦିଲ୍ଲୀରେ ଚାକିରି କରୁଥିବା ନକ୍ସଲକୁ ଧରିଲା ପୁଲିସ