ଭୁବନେଶ୍ୱର: ବିଭିନ୍ନ ଦାବିରେ ଗତ ନଭେମ୍ବର ୨୬ରୁ ଆରମ୍ଭ କରିଥିବା ରକ୍ତଭଣ୍ଡାର କର୍ମଚାରୀମାନେ ମଙ୍ଗଳବାର ଆନ୍ଦୋଳନ ବନ୍ଦ କରିଛନ୍ତି। ଦୀଘ୍ର ୯ ଦିନର ଆନ୍ଦୋଳନ ପରେ ଆଜି ସ୍ୱାସ୍ଥ୍ୟମନ୍ତ୍ରୀ ଆନ୍ଦୋଳନରତ ରକ୍ତଭଣ୍ଡାରର କର୍ମଚାରୀଙ୍କୁ ଭେଟିଥିଲେ। ସ୍ୱାସ୍ଥ୍ୟମନ୍ତ୍ରୀ ରକ୍ତଭଣ୍ଡାର କର୍ମଚାରୀଙ୍କ ସମସ୍ୟା ସଂପର୍କରେ ଅବଗତ ହୋଇଛନ୍ତି। ଏହା ପରେ ୧୫ ଦିନ ମଧ୍ୟରେ ସେମାନଙ୍କ ଦାବି ପୂରଣ ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।
ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନ ବନ୍ଦ କଲେ ରକ୍ତଭଣ୍ଡାର କର୍ମଚାରୀ
/sambad/media/post_attachments/wp-content/uploads/2017/10/Pratap-Jena_1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)