ମ.ରାମପୁର : ଆଦିବାସୀ ଅଧ୍ୟୁଷିତ ମ.ରାମପୁର ବ୍ଲକ୍ ଦେଢ଼ଶୁଳି ପଞ୍ଚାୟତରୁ ସୁଶାନ୍ତୀ ମାଝୀ ପ୍ରଥମ ସ୍ନାତ୍ତକୋତ୍ତର ଛାତ୍ରୀ ଭାବେ କିସ୍ ବିଶ୍ବବିଦ୍ୟାଳୟରେ ଅଧ୍ୟୟନରତ। ପ୍ରଥମେ ସେ ମୋହନଗିରି ପରେ ଉର୍ଲାଦାନୀରେ ପଢ଼ିବା ପରେ ବର୍ତ୍ତମାନ କିସ୍ରେ ପାଠ ପଢ଼ୁଛନ୍ତି। ଦେଢଶୁଳି ଭଳି ଆଭ୍ୟନ୍ତରୀଣ ଅଞ୍ଚଳରେ ନାରୀଶିକ୍ଷାର ପ୍ରେରଣା ପାଲଟିଛନ୍ତି ସୁଶାନ୍ତୀ। ଏହି କୃତିତ୍ୱ ପାଇଁ କିସ୍ର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ସେ ଆନ୍ତରିକ ଧନ୍ୟବାଦ ଦେଇଛନ୍ତି।
ଆଭ୍ୟନ୍ତରୀଣ ଅଞ୍ଚଳରେ ନାରୀଶିକ୍ଷାର ପ୍ରେରଣା ପାଲଟିଛନ୍ତି ପ୍ରଥମ ସ୍ନାତକୋତ୍ତର ଛାତ୍ରୀ ସୁଶାନ୍ତୀ ମାଝୀ
/sambad/media/post_attachments/wp-content/uploads/2021/09/ad274821-dd88-4d45-bab9-0f4042fc4dd4.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)