ଭୁବନେଶ୍ୱର: ଆଗାମୀ ଅକ୍ଟୋବର ୧୧ରେ ଛାତ୍ର ସଂସଦ ନିର୍ବାଚନ ହେବ। ନିର୍ବାଚନ ପାଇଁ ଅକ୍ଟୋବର ୧ରେ ବିଜ୍ଞପ୍ତି ପ୍ରକାଶ ପାଇବାକୁ ଥିବା ବେଳେ ୩ରେ ନାମାଙ୍କନ ଦାଖଲ ଓ ଯାଞ୍ଚ ହେବ। ସେହିଭଳି ଅକ୍ଟୋବର ୪ରେ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବା ପରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ମଧ୍ୟ ସେହିଦିନ କରାଯାଇ ପାରିବ। ମତଦାନର ଠିକ୍ ଗୋଟିଏ ଦିନ ପୂର୍ବରୁ ଅକ୍ଟୋବର ୧୦ରେ ହ୍ଵାଇ ଆଇ ଷ୍ଟାଣ୍ଡ ଫର ସଭା ହେବ।
ଅକ୍ଟୋବର ୧୧ରେ ହେବ ଛାତ୍ର ସଂସଦ ନିର୍ବାଚନ
/sambad/media/post_attachments/wp-content/uploads/2018/09/student_union-election.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)