କଟକ : ପିଚାରେ ଛୁଞ୍ଚି ପଶିବା ନେଇ ଗତ ୮ଦିନ ହେଲା ଡାକ୍ତରଖାନା ଚକ୍କର କାଟୁଥିବା ୪ବର୍ଷର ଶିଶୁ ଶୁଭଙ୍କରର ଆସନ୍ତା ୬ ତାରିଖ ଦିନ ଅସ୍ତ୍ରୋପଚାର ହେବ ବୋଲି ଜଣାପଡ଼ିଛି। ପୂର୍ବରୁ ତାଙ୍କୁ ଅନ୍ୟତ୍ର ପଠାଯିବାକୁ କୁହାଯାଉଥିବା ବେଳେ ୬ତାରିଖ ଦିନ କଟକ ବଡ଼ ଡାକ୍ତରଖାନାରେ ତାଙ୍କର ଅସ୍ତ୍ରୋପଚାର କରାଯିବାକୁ ଡାକ୍ତର କହିଛନ୍ତି ବୋଲି ବାପା ନିରାକାର ବେହେରାଙ୍କ ଠାରୁ ଜଣାପଡ଼ିଛି। ତେବେ, ଏ ସମ୍ପର୍କରେ ଏସ୍ସିବି କର୍ତ୍ତୃପକ୍ଷଙ୍କର ମତାମତ ମିଳିପାରି ନାହିଁ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp