

ଅନ୍ୟପକ୍ଷରେ ବାଲ୍ୟ ବିବାହମୁକ୍ତ ଘୋଷଣା ହୋଇଥିବା ଗାଁ ଗୁଡ଼ିକ ମଧ୍ୟରେ ଛତ୍ରପୁର ବ୍ଲକ୍ର ସର୍ବାଧିକ ୧୧୧ଟି ଗାଁ ରହିଛି। ଗଞ୍ଜାମ ବ୍ଲକ୍ର ୮୨, ଖଲ୍ଲିକୋଟ ୪୦, ବେଗୁନିଆପଡ଼ା ୫୩, ପୋଲସରା ୭୧, ପୁରୁଷୋତ୍ତମପୁର ୧୪, କବିସୂର୍ଯ୍ୟନଗର ୭୫, ହିଞ୍ଜିଳିକାଟୁ ୧୨, ରଙ୍ଗେଇଲୁଣ୍ତା ୭୦, କୁକୁଡ଼ାଖଣ୍ତି ୭୨, ଦିଗପହଣ୍ତି ୧୩, ସାନଖେମୁଣ୍ତି ୪୭, ଚିକିଟି ୧୬, ପାତ୍ରପୁର ୩୭, ଭଞ୍ଜନଗର ୫୦, ବେଲଗୁଣ୍ଠା ୨୦, ବୁଗୁଡ଼ା ୨୦, ଜଗନ୍ନାଥପ୍ରସାଦ ୩୫, ଆସିକା ୯, ଧରାକୋଟ ୨୭, ସୋରଡ଼ା ୭୫ ଓ ଶେରଗଡ ବ୍ଲକର ୮୩ଟି ଏହିପରି ସମୁଦାୟ ୧୦୩୨ ଗାଁ ସ୍ଥାନ ପାଇଛି। ସେହିପରି ବାଲ୍ୟ ବିବାହମୁକ୍ତ ଘୋଷଣା ହୋଇଥିବା ସହରାଞ୍ଚଳର ୧୪୦ ୱାର୍ଡ଼ ମଧ୍ୟରେ କବିସୂର୍ଯ୍ୟନଗର ଏନ୍ଏସିର ସର୍ବାଧିକ ୨୦ ୱାର୍ଡ଼ ଥିବା ବେଳେ ରମ୍ଭା ଏନ୍ଏସିର ୧୩, ଗଞ୍ଜାମ ୧୧, ସୋରଡ଼ା ୧୧, ଖଲ୍ଲିକୋଟ ୬, ପୋଲସରା ୧୭, ଗୋପାଳପୁର ୧୬, ଦିଗପହଣ୍ତି ୧, ଚିକିଟି ୨, ଭଞ୍ଜନଗର ୪, ବୁଗୁଡା ଓ ଆସିକା ୧୫, ପୁରୁଷୋତ୍ତମପୁର ୯, ହିଞ୍ଜିଳି ମ୍ୟୁନିସିପାଲଟି ୨, ବ୍ରହ୍ମପୁର ମହାନଗର ନିଗମର ୯ଟି ୱାର୍ଡ଼ ରହିଛି।