ଭୁବନେଶ୍ବର : ଓଡ଼ିଶାର ଅନ୍ତର୍ଜତୀୟ ଖ୍ୟାତି ସଂପନ୍ନ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ଓଡ଼ିଶା ଲଳିତ କଳା ଏକାଡେମୀର ସଭାପତି ଭାବେ ପୁଣି ମନୋନୀତ କରାଯାଇଛି । ଏହି ପଦ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ପୁଣି ମନୋନୀତ କରିଛନ୍ତି । ସେ ଆସନ୍ତା ତିନି ବର୍ଷ ପାଇଁ ଏହି ପଦରେ ରହିବେ । ଶ୍ରୀ ପଟ୍ଟନାୟକ ଗତ ୨୦୧୮ରୁ ଏହି ପଦରେ ରହିଛନ୍ତି ଓ ଚଳିଚ ବର୍ଷ ତାଙ୍କର କାର୍ଯ୍ୟକାଳ ଶେଷ ହେଉଥିଲା ।
ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଓଡ଼ିଶା ଲଳିତ କଳା ଏକାଡେମୀର ସଭାପତି ରୂପେ ପୁନଃମନୋନୀତ
/sambad/media/post_attachments/wp-content/uploads/2017/12/sudarshan-patnaik-sand-artist.jpg)