ପୁରୀ: ଶ୍ରୀମନ୍ଦିର ୪ ଦ୍ବାର ଖୋଲାଯିବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ବାଲୁକା କଳା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ କୃତଜ୍ଞତା ଜଣାଇଛନ୍ତି।
ସେ ନିଜ ଏକ୍ସ ହ୍ୟାଣ୍ଡେଲରେ କହିଛନ୍ତି ପ୍ରତିଶ୍ରୁତି ଅନୁସାରେ ଶ୍ରୀଜଗନ୍ନାଥ ମନ୍ଦିରର ଚାରୋଟି ଫାଟକ ଖୋଲାଯାଇଥିବାରୁ ଶ୍ରଦ୍ଧାଳୁମାନଙ୍କ ମନରେ ଅପାର ଆନନ୍ଦ ସୃଷ୍ଟି ହେବା ସହିତ ଶ୍ରୀଜିଉଙ୍କ ଦର୍ଶନରେ ସୁବିଧା ହୋଇ ପାରିଛି।
Jai Jagannath 🙏
— Sudarsan Pattnaik (@sudarsansand) June 13, 2024
This is our sincerely gratitude to Hon'ble PM @narendramodi ji and Hon'ble CM of Odisha @MohanMOdisha ji for fulfilling promise to open the four gates of the Shree Jagannath Temple. This act has brought immense joy and convenience to devotees.🙏 pic.twitter.com/365MEtmNlA