ଭବାନୀପାଟଣା: କେନ୍ଦ୍ର ସରକାରଙ୍କ କେନ୍ଦ୍ରୀୟ ଚଳଚ୍ଚିତ୍ର ସାର୍ଟିଫିକେସନ ବୋର୍ଡରେ ଡ. ସୁନୀତି ମୁଣ୍ଡ ସଦସ୍ୟା ଭାବରେ ମନୋନୀତ ହୋଇଛନ୍ତି। ତାଙ୍କର ଏହି ସଫଳତା ପାଇଁ ତାଙ୍କୁ ବିଭିନ୍ନ ମହଲରୁ ଅଭିନନ୍ଦନର ସୁଅ ଛୁଟିଛି। କଳାହାଣ୍ଡିର ଡ. ସୁନୀତି ମୁଣ୍ଡ ଗତ ମେୟର ନିର୍ବାଚନ ବେଳେ ବିଜେପି ପ୍ରାର୍ଥୀ ଭାବରେ ଭୁବନେଶ୍ବର ମହାନଗର ନିଗମରେ ପ୍ରତିଦ୍ବନ୍ଦ୍ବିତା କରି ପରାଜିତ ହୋଇଥିଲେ।
ସୁନୀତି ମୁଣ୍ଡ କେନ୍ଦ୍ରୀୟ ଚଳଚ୍ଚିତ୍ର ସାର୍ଟିଫିକେସନ ବୋର୍ଡ ସଦସ୍ୟା ମନୋନୀତ
/sambad/media/post_attachments/wp-content/uploads/2022/11/20-17.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)