ଭୁବନେଶ୍ବର : ବିଜୁ ଜନତା ଦଳ ଉପସଭାପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ ଆଜି ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକ କେନ୍ଦୁଝର ଜିଲ୍ଲା ପାଇଁ ବରିଷ୍ଠ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛନ୍ତି। ସେହିପରି ବିଜେଡିର ସାଧାରଣ ସମ୍ପାଦକ ତଥା ଭୁବନେଶ୍ବର-ଉତ୍ତର ବିଧାୟକ ପ୍ରିୟଦର୍ଶୀ ମିଶ୍ରଙ୍କୁ ଦଳର ମୁଖପାତ୍ର ଭାବେ ନିଯୁକ୍ତି ମିଳିଛି ବୋଲି ସାଧାରଣ ସମ୍ପାଦକ ବିଜୟ ନାୟକ ଏକ ପ୍ରେସ ଇସ୍ତାହାରରେ ଜଣାଇଛନ୍ତି।
ସୂର୍ଯ୍ୟ ପାତ୍ର ବିଜେଡି କେନ୍ଦୁଝର ଜିଲ୍ଲା ବରିଷ୍ଠ ପର୍ଯ୍ୟବେକ୍ଷକ
ବିଜେଡିର ମୁଖପାତ୍ର ହେଲେ ପ୍ରିୟଦର୍ଶୀ
/sambad/media/post_attachments/wp-content/uploads/2019/04/surya-narayan-patra.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)