ଭୁବନେଶ୍ବର : ରାଷ୍ଟ୍ରୀୟ ଅନୁସୂଚିତ ଜାତି ମୋର୍ଚ୍ଚା ଅଧ୍ୟକ୍ଷ ଲାଲ୍ସିଂହ ଆର୍ଯ୍ୟ ମୋର୍ଚ୍ଚାର ସଂଗଠନକୁ ଅଧିକ ସୁଦୃଢ କରିବା ପାଇଁ ସମସ୍ତ ରାଜ୍ୟ ପାଇଁ ପ୍ରଭାରୀ ନିଯୁକ୍ତି ଦେଇଛନ୍ତି। ଏଥିରେ ଓଡ଼ିଶା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ସୁଶାନ୍ତ ମଲ୍ଲିକଙ୍କୁ ଆନ୍ଧ୍ରପ୍ରଦେଶର ରାଜ୍ୟ ପ୍ରଭାରୀ ଭାବେ ନିଯୁକ୍ତି ଦେଇଛନ୍ତି। ଶ୍ରୀ ମଲ୍ଲିକଙ୍କୁ ନୂଆ ଦାୟିତ୍ବ ମିଳିବା ପରେ ସେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା, ମୋର୍ଚ୍ଚାର ରାଷ୍ଟ୍ରୀୟ ପ୍ରଭାରୀ ତଥା ଦଳର ସାଧାରଣ ସମ୍ପାଦକ ସି.ଟି ରବି, ରାଷ୍ଟ୍ରୀୟ ଅନୁସୂଚିତ ଜାତି ମୋର୍ଚ୍ଚା ଅଧ୍ୟକ୍ଷ ଲାଲ୍ସିଂହ ଆର୍ଯ୍ୟ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସଭାପତି ସମୀର ମହାନ୍ତି, ସାଧାରଣ ସମ୍ପାଦକ ମାନସ ମହାନ୍ତିଙ୍କୁ ଧନ୍ୟବାଦ ଦେଇଛନ୍ତି।
ସୁଶାନ୍ତ ମଲ୍ଲିକ ହେଲେ ଏସ୍ସି ମୋର୍ଚ୍ଚାର ଆନ୍ଧ୍ରପ୍ରଦେଶ ପ୍ରଭାରୀ
/sambad/media/post_attachments/wp-content/uploads/2021/08/susanta-mallick-bjp.jpg)