ସୁଶୀଲ ଲୋହାନି ହେଲେ ଅବକାରୀ ସଚିବ

0

ଭୁବନେଶ୍ବର : କେନ୍ଦ୍ରୀୟ ଡେପୁଟେସନ୍‌ରୁ ଫେରିଲା ପରେ ଆଇଏଏସ୍‌ ଅଧିକାରୀ ସୁଶୀଲ ଲୋହାନି ରାଜ୍ୟ ସରକାର ନୂଆ ନିଯୁକ୍ତି ଦେଇଛନ୍ତି। ତାଙ୍କୁ ଅବକାରୀ ବିଭାଗର ସଚିବ ଭା‌େ‌ବ ନିଯୁକ୍ତି ଦିଆଯାଇଥିବା ନେଇ ବିଜ୍ଞପ୍ତି ଜାରି ହୋଇଛି।

ସମ୍ବନ୍ଧିତ ଖବର