ନିରାକାରପୁର: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ରାମେଶ୍ୱର ଛକର ଅନତିଦୂରରେ ଥିବା ମଲାଗୁଣୀ ନଦୀକୂଳରେ ଗୋଟାଏ ଦନ୍ତାହାତୀ ମରି ପଡ଼ିଥିବା କଥା ଶୁକ୍ରବାର ସକାଳେ ସ୍ଥାନୀୟ ଲୋକେ ଦେଖିଛନ୍ତି।
କାଦୁଅ ବୋଳି ହୋଇଥିବା ହାତୀଟି ନଈଧାର ଠାରୁ ଅଳ୍ପଦୂରରେ ଥିବା କାଦୁଅରେ ପଡ଼ିଛି।
ଏ ସଂକ୍ରାନ୍ତରେ ଖବର ପାଇବା ପରେ ବନ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/11/bull-elephant.jpg)