ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାର ନୂତନ ଏସ୍.ପି ଭାବେ ସ୍ବାତୀ ଏସ୍.କୁମାରଙ୍କୁ ବଦଳି ହୋଇଛି। ଗୃହ ବିଭାଗ ପକ୍ଷରୁ ଆଜି ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି।
ବର୍ତ୍ତମାନ ସେ ଅନୁଗୁଳ ଜିଲ୍ଲା ତାଳଚେର ଏସ୍ଡିପିଓ ଭାବେ କାର୍ଯ୍ୟରତ ଅଛନ୍ତି।
/sambad/media/post_attachments/wp-content/uploads/2022/12/5-13.jpg)
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାର ନୂତନ ଏସ୍.ପି ଭାବେ ସ୍ବାତୀ ଏସ୍.କୁମାରଙ୍କୁ ବଦଳି ହୋଇଛି। ଗୃହ ବିଭାଗ ପକ୍ଷରୁ ଆଜି ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି।
ବର୍ତ୍ତମାନ ସେ ଅନୁଗୁଳ ଜିଲ୍ଲା ତାଳଚେର ଏସ୍ଡିପିଓ ଭାବେ କାର୍ଯ୍ୟରତ ଅଛନ୍ତି।
Join and get latest news updates delivered to you via WhatsApp