ତରଭା : ପ୍ରସିଦ୍ଧ ଫକିର ବାବାଙ୍କ ୩୮ତମ ଉର୍ସ ଉତ୍ସବ ମଙ୍ଗଳବାର ପାଳିତ ହୋଇଯାଇଛି। ଚଳିତ ବର୍ଷ କୋରନା କଟକଣା ଯୋଗୁଁ ସୀମିତ ଲୋକଙ୍କୁ ନେଇ ଏହି ଉତ୍ସବ ପାଳନ କରାଯାଇଥିଲା। ମସଜିଦ୍ ଓ ମଜାର ପରିଚାଳନା କମିଟି ପକ୍ଷରୁ ଦର୍ଶନାର୍ଥୀମାନଙ୍କ ରହିବା ଖାଇବା ବ୍ୟବସ୍ଥା କରାଯାଇ ନଥିବାରୁ ଯାତ୍ରୀମାନେ ଦର୍ଶନ କରି ନିଜ ନିଜ ସ୍ଥାନକୁ ଫେରି ଯାଉଥିଲେ। ଏବର୍ଷ ଦୋକାନ, ବଜାର, ମିନାବଜାର ଆଦି ମଧ୍ୟ ଦେଖିବାକୁ ମିଳିନଥିଲା। କୋଭିଡ୍ କଟକଣା ଭିତରେ ଅତି ସୁରୁଖୁରୁ ଓ ଶାନ୍ତିପୂର୍ଣ୍ଣ ଭାବରେ ଉର୍ସ ଉତ୍ସବ ପାଳିତ ହୋଇଯାଇଛି।
ତରଭା ଉର୍ସ ଉତ୍ସବ ଉଦ୍ଯାପିତ
/sambad/media/post_attachments/wp-content/uploads/2021/01/d89d05f6-293f-4219-a9dd-af87ca6e1fd4.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)