କାଲିମେଳା: କାଲିମେଳା ବ୍ଲକ ଅନ୍ତର୍ଗତ ମହାରାଜ ପାଲି ଗ୍ରାମର ସୁବା ସୋଡିଙ୍କ ପୁଅ ମୁକେଶ ସୋଡ଼ିଙ୍କର ଆଜି କିଡ଼ନୀ ରୋଗରେ ମୃତ୍ୟ ହୋଇଯାଇଛି। ଗତ କିଛି ଦିନ ହେଲା ମୁକେଶଙ୍କ ଶରୀର ଅସୁସ୍ଥ ଥିଲା। ଗତ ୩ଦିନ ହେଲା ମୁକେଶ ପଡୋଶୀ ଆନ୍ଧ୍ର ପ୍ରଦେଶର ଭଦ୍ରାଞ୍ଚଳମ ମେଡିକାଲରେ ଚିକିତ୍ସତ ହେଉଥିଲେ ମଧ୍ୟ ଆଜି ତାଙ୍କର ମୃତ୍ୟୁ ହୋଇଯାଇଛି। ମୁକେଶ ସୋଡି ମାନ୍ୟମକୋଣ୍ଡା ପଞ୍ଚାୟତର ବିଲୀଗୁଡ଼ା ପ୍ରାଥମିକ ବିଦ୍ୟାଳୟରେ ଗତ ୭ବର୍ଷ ହେଲା ଶିକ୍ଷକତା କରି ଆସୁଥିଲେ। ତାଙ୍କର ଏକ ୪ମାସର ସନ୍ତାନ ଅଛି। ଏହି ଯୁବ ଶିକ୍ଷକଙ୍କ ମୃତ୍ୟୁରେ ଶିକ୍ଷକ ମହଲରେ ଶୋକର ଛାୟା ଖେଳିଯାଇଛି।
କିଡ଼ନୀ ରୋଗ ନେଲା ଶିକ୍ଷକଙ୍କ ଜୀବନ
/sambad/media/post_attachments/wp-content/uploads/2020/11/t-188.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)