ସାରା ରାଜ୍ୟରେ କୋହଲା ପାଗ, ଝିପିଝିପି ବର୍ଷା ଜାରି : ଜାଣନ୍ତୁ କେଉଁଠି ତାପମାତ୍ରା କେତେ

ଭୁବନେଶ୍ୱର: ଗତକାଲି ଠାରୁ ଓଡ଼ିଶାର ଆକାଶ କାଉଁଳିଆ ରହିବା ସହ ଅଧିକାଂଶ ଜିଲ୍ଲାରେ ମଝିରେ ମଝିରେ ଝିପି ଝିପି ବର୍ଷା ଲାଗି ରହିଥିବା କାରଣରୁ ପାଗ କୋହଲା ରହିଛି। ଆଜି ସକାଳ ୮: ୩୦ ସୁଦ୍ଧା ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ରାଜ୍ୟର ବିଭିନ୍ନ ସ୍ଥାନରେ ଅନୁଭୂତ ଦିନ ଓ ରାତିର ତାପମାତ୍ରା ସହ ହୋଇଥିବା ବର୍ଷାର ପରିମାଣ ନିମ୍ନମତେ ରେକର୍ଡ କରିଛି।

ମାଲକାନଗିରିରେ ସର୍ବାଧିକ (ଦିନର) ତାପମାତ୍ରା ୩୦. ୦ ସେଲିସିୟସ୍‌ ଥିବା ବେଳେ ସୁନ୍ଦରଗଡ଼ରେ ସର୍ବନିମ୍ନ (ରାତିର) ତାପମାତ୍ରା ୧୦. ୫ ସେଲିସିୟସ୍‌ ଥିବା କଥା ରେକର୍ଡ କରାଯାଇଛି। ତାଳଚେରରେ ସବୁଠୁ ଅଧିକ ବୃଷ୍ଟିପାତ (୫୮. ୦ ମିଲିମିଟର୍‌) ହୋଇଥିବା ରେକର୍ଡ କରାଯାଇଛି।

ବାଲେଶ୍ୱରରେ ତାପମାତ୍ରା ସର୍ବାଧିକ ୧୯. ୬ ଡିଗ୍ରି ସେଲିସିୟସ୍‌ ଓ ସର୍ବନିମ୍ନ ୧୪. ୩ ଡିଗ୍ରି ସେଲିସିୟସ୍‌ ଏବଂ ବୃଷ୍ଟିପାତ ୨୨. ୪ ମିଲିମିଟର୍‌, ଚାନ୍ଦବାଲିରେ ତାପମାତ୍ରା ସର୍ବାଧିକ ୧୯. ୯ ଡିଗ୍ରି ସେଲିସିୟସ୍‌ ଓ ସର୍ବନିମ୍ନ ୧୫. ୯ ଡିଗ୍ରି ସେଲିସିୟସ୍‌ ଏବଂ ବୃଷ୍ଟିପାତ ୬. ୯ ମିଲିମିଟର୍‌, କଟକରେ ତାପମାତ୍ରା ସର୍ବାଧିକ ୨୧. ୦ ଡିଗ୍ରି ସେଲିସିୟସ୍‌ ଓ ସର୍ବନିମ୍ନ ୧୪. ୨ ଡିଗ୍ରି ସେଲିସିୟସ୍‌ ଏବଂ ବୃଷ୍ଟିପାତ ୬. ୨ ମିଲିମିଟର୍‌, ପାରଦୀପରେ ତାପମାତ୍ରା ସର୍ବାଧିକ ୨୦. ୭ ଡିଗ୍ରି ସେଲିସିୟସ୍‌ ଓ ସର୍ବନିମ୍ନ ୧୭. ୪ ଡିଗ୍ରି ସେଲିସିୟସ୍‌ ଏବଂ ବୃଷ୍ଟିପାତ ୪. ୪ ମିଲିମିଟର୍‌, ଭୁବନେଶ୍ୱରରେ ତାପମାତ୍ରା ସର୍ବାଧିକ ୨୦. ୮ ଡିଗ୍ରି ସେଲିସିୟସ୍‌ ଓ ସର୍ବନିମ୍ନ ୧୬. ୧ ଡିଗ୍ରି ସେଲିସିୟସ୍‌ ଏବଂ ବୃଷ୍ଟିପାତ ୧୨. ୩ ମିଲିମିଟର୍‌, ଗୋପାଳପୁରରେ ତାପମାତ୍ରା ସର୍ବାଧିକ ୨୩. ୩ ଡିଗ୍ରି ସେଲିସିୟସ୍‌ ଓ ସର୍ବନିମ୍ନ ୧୮. ୦ ଡିଗ୍ରି ସେଲିସିୟସ୍‌ ଏବଂ ବୃଷ୍ଟିପାତ ୦. ୧ ମିଲିମିଟର୍‌, ପୁରୀରେ ତାପମାତ୍ରା ସର୍ବାଧିକ ୨୦. ୫ ଡିଗ୍ରି ସେଲିସିୟସ୍‌ ଓ ସର୍ବନିମ୍ନ ୧୬. ୨ ଡିଗ୍ରି ସେଲିସିୟସ୍‌ ଏବଂ ବୃଷ୍ଟିପାତ ୨. ୭ ମିଲିମିଟର୍‌, ଅନଗୁଳରେ ତାପମାତ୍ରା ସର୍ବାଧିକ ୨୦.୧ ଡିଗ୍ରି ସେଲିସିୟସ୍‌ ଓ ସର୍ବନିମ୍ନ ୧୨. ୦ ଡିଗ୍ରି ସେଲିସିୟସ୍‌ ଏବଂ ବୃଷ୍ଟିପାତ ୧୨. ୬ ମିଲିମିଟର୍‌, ବାରିପଦାରେ ସର୍ବନିମ୍ନ ତାପମାତ୍ରା ୧୬. ୦, ଝାରସୁଗୁଡ଼ାରେ ତାପମାତ୍ରା ସର୍ବାଧିକ ୧୮. ୮ ଡିଗ୍ରି ସେଲିସିୟସ୍‌ ଓ ସର୍ବନିମ୍ନ ୧୬. ୮ ଡିଗ୍ରି ସେଲିସିୟସ୍‌ ଏବଂ ବୃଷ୍ଟିପାତ ୦. ୬ ମିଲିମିଟର୍‌, କେନ୍ଦୁଝରଗଡ଼ରେ ତାପମାତ୍ରା ସର୍ବାଧିକ ୧୯. ୭ ଡିଗ୍ରି ସେଲିସିୟସ୍‌ ଓ ସର୍ବନିମ୍ନ ୧୫. ୦ ଡିଗ୍ରି ସେଲିସିୟସ୍‌ ଏବଂ ବୃଷ୍ଟିପାତ ୧୪. ୮ ମିଲିମିଟର୍‌, ସମ୍ବଲପୁରରେ ତାପମାତ୍ରା ସର୍ବାଧିକ ୨୦. ୨ ଡିଗ୍ରି ସେଲିସିୟସ୍‌ ଓ ସର୍ବନିମ୍ନ ୧୫. ୬ ଡିଗ୍ରି

NewsHunt

ସେଲିସିୟସ୍‌ ଏବଂ ବୃଷ୍ଟିପାତ ୦. ୨ ମିଲିମିଟର୍‌, ସୁନ୍ଦରଗଡ଼ରେ ତାପମାତ୍ରା ସର୍ବାଧିକ ୧୯. ୦ ଡିଗ୍ରି ସେଲିସିୟସ୍‌ ଓ ସର୍ବନିମ୍ନ ୧୦. ୫ ଡିଗ୍ରି ସେଲିସିୟସ୍‌ ଏବଂ ବୃଷ୍ଟିପାତ ୪. ୦ ମିଲିମିଟର୍‌, ହୀରାକୁଦରେ ତାପମାତ୍ରା ସର୍ବାଧିକ ୨୦. ୧ ଡିଗ୍ରି ସେଲିସିୟସ୍‌ ଓ ସର୍ବନିମ୍ନ ୧୬. ୭ ଡିଗ୍ରି ସେଲିସିୟସ୍‌, ତାଳଚେରରେ ତାପମାତ୍ରା ସର୍ବାଧିକ ୨୩. ୩ ଡିଗ୍ରି ସେଲିସିୟସ୍‌ ଓ ସର୍ବନିମ୍ନ ୧୨. ୩ ଡିଗ୍ରି ସେଲିସିୟସ୍‌ ଏବଂ ବୃଷ୍ଟିପାତ ୫୮. ୦ ମିଲିମିଟର୍‌, ଭବାନୀପାଟଣାରେ ତାପମାତ୍ରା ସର୍ବାଧିକ ୨୧. ୦ ଡିଗ୍ରି ସେଲିସିୟସ୍‌ ଓ ସର୍ବନିମ୍ନ ୧୭. ୫ ଡିଗ୍ରି ସେଲିସିୟସ୍‌ ଏବଂ ବୃଷ୍ଟିପାତ ୯. ୨ ମିଲିମିଟର୍‌, ବଲାଙ୍ଗୀରରେ ତାପମାତ୍ରା ସର୍ବାଧିକ ୧୯. ୭ ଡିଗ୍ରି ସେଲିସିୟସ୍‌ ଓ ସର୍ବନିମ୍ନ ୧୬. ୫ ଡିଗ୍ରି ସେଲିସିୟସ୍‌ ଏବଂ ବୃଷ୍ଟିପାତ ୫. ୦ ମିଲିମିଟର୍‌, କୋରାପୁଟରେ ତାପମାତ୍ରା ସର୍ବାଧିକ ୨୪. ୮ ଡିଗ୍ରି ସେଲିସିୟସ୍‌ ଓ ସର୍ବନିମ୍ନ ୧୫. ୬ ଡିଗ୍ରି ସେଲିସିୟସ୍‌ ଏବଂ ବୃଷ୍ଟିପାତ ୩. ୪ ମିଲିମିଟର୍‌, ଫୁଲବାଣୀରେ ତାପମାତ୍ରା ସର୍ବାଧିକ ୧୯. ୨ ଡିଗ୍ରି ସେଲିସିୟସ୍‌ ଓ ସର୍ବନିମ୍ନ ୧୨. ୦ ଡିଗ୍ରି ସେଲିସିୟସ୍‌ ଏବଂ ବୃଷ୍ଟିପାତ ୯. ୪ ମିଲିମିଟର୍‌, ଟିଟିଲାଗଡ଼ରେ ତାପମାତ୍ରା ସର୍ବାଧିକ ୨୧. ୫ ଡିଗ୍ରି ସେଲିସିୟସ୍‌ ଓ ସର୍ବନିମ୍ନ ୧୩. ୧ ଡିଗ୍ରି ସେଲିସିୟସ୍‌ ଏବଂ ବୃଷ୍ଟିପାତ ୬. ୦ ମିଲିମିଟର୍‌, ମାଲକାନଗିରିରେ ତାପମାତ୍ରା ସର୍ବାଧିକ ୩୦. ୦ ଡିଗ୍ରି ସେଲିସିୟସ୍‌ ଓ ସର୍ବନିମ୍ନ ୧୪. ୦ ଡିଗ୍ରି ସେଲିସିୟସ୍‌ ଏବଂ ବୃଷ୍ଟିପାତ ୨. ୪ ମିଲିମିଟର୍‌, ସୋନପୁରରେ ତାପମାତ୍ରା ସର୍ବାଧିକ ୧୯. ୮ ଡିଗ୍ରି ସେଲିସିୟସ୍‌ ଓ ସର୍ବନିମ୍ନ ୧୩. ୬ ଡିଗ୍ରି ସେଲିସିୟସ୍‌ ଏବଂ ବୃଷ୍ଟିପାତ ୩. ୬ ମିଲିମିଟର୍‌ ଏବଂ ଦାରିଙ୍ଗବାଡ଼ିରେ ତାପମାତ୍ରା ସର୍ବାଧିକ ୨୦. ୫ ଡିଗ୍ରି ସେଲିସିୟସ୍‌ ଓ ସର୍ବନିମ୍ନ ୧୩. ୫ ଡିଗ୍ରି ସେଲିସିୟସ୍‌ ଏବଂ ବୃଷ୍ଟିପାତ ୬. ୦ ମିଲିମିଟର୍‌

ସମ୍ବନ୍ଧିତ ଖବର