୪୦ ଡିଗ୍ରୀରେ ଆଜି ସିଝିଲା ଝାରସୁଗୁଡା ଓ ବୌଦ୍ଧ, ଆପଣଙ୍କ ଅଂଚଳର ତାପମାତ୍ରା କେତେ ଜାଣନ୍ତୁ

ଭୁବନେଶ୍ୱର: ଆଜି ୪୦ ଡିଗ୍ରୀ ସର୍ବାଧିକ ତାପମାତ୍ରା ସହ ଝାରସୁଗୁଡା ଓ ବୌଦ୍ଧ ରେକର୍ଡ କରିଛନ୍ତି | ସେହିପରି ଏହା ପଛକୁ ତାପମାତ୍ରା ସୂଚୀରେ ଟିଟିଲାଗଡ(୩୯.୬ ଡିଗ୍ରୀ) ଓ ବଲାଙ୍ଗୀର(୩୯.୩ ଡିଗ୍ରୀ) ରହିଛନ୍ତି |

ନଜର ପକାନ୍ତୁ ଆପଣଙ୍କ ଜିଲ୍ଲାର ତାପମାତ୍ରା
ବାଲେଶ୍ୱର: ୩୪.୬ ଡିଗ୍ରୀ, ଚାନ୍ଦବାଲି ୩୭.୧ ଡିଗ୍ରୀ, କଟକ: ୩୭.୨ ଡିଗ୍ରୀ, ପାରାଦ୍ବୀପ: ୩୧.୯ ଡିଗ୍ରୀ, ଭୁବନେଶ୍ୱର ୩୮.୪ ଡିଗ୍ରୀ,ଗୋପାଳପୁର: ୩୨.୩ ଡିଗ୍ରୀ, ପୁରୀ ୩୨.୬ ଡିଗ୍ରୀ, ଅନୁଗୁଳ: ୩୮.୭ ଡିଗ୍ରୀ, ବାରିପଦା: ୩୮.୨ ଡିଗ୍ରୀ, ଝାରସୁଗୁଡା ୪୦ ଡିଗ୍ରୀ, କେଉଁଝର: ୩୫.୪ ଡିଗ୍ରୀ, ସମ୍ବଲପୁର: ୩୯.୬ ଡିଗ୍ରୀ, ସୁନ୍ଦରଗଡ: ୩୮.୫ ଡିଗ୍ରୀ, ହୀରାକୁଦ ୩୮.୬ ଡିଗ୍ରୀ, ତାଳଚେର: ୩୮.୫ ଡିଗ୍ରୀ, ଭବାନୀପାଟଣା: ୩୮.୫ ଡିଗ୍ରୀ, କୋରାପୁଟ: ୩୩.୦ ଡିଗ୍ରୀ, ମାଲକାନଗିରି: ୩୮.୫ ଡିଗ୍ରୀ, ସୋନପୁର: ୩୮.୩ ଡିଗ୍ରୀ, ନୟାଗଡ: ୩୮.୫ ଡିଗ୍ରୀ, ଛତ୍ରପୁର ୩୩.୫ ଡିଗ୍ରୀ, ପାରଳାଖେମୁଣ୍ଡି ୩୬ ଡିଗ୍ରୀ, ରାୟଗଡା ୩୫ ଡିଗ୍ରୀ ରହିଥିଲା |

ତେବେ ଅଧିକାଂଶ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ଜାରି ରହିଥିବାରୁ ରାଜ୍ୟର ପାରଦ ତଳମୁହାଁ ହୋଇଛି। ଆଜି ଦୁଇଟି ଜିଲ୍ଲାକୁ ଛାଡିଦେଲେ ଅନ୍ୟ ଜିଲ୍ଲାର ତାପମାତ୍ରା ୪୦ ଡିଗ୍ରି ତଳେ ରହିଥିଲା।

ସମ୍ବନ୍ଧିତ ଖବର