ଭୁବନେଶ୍ୱର: ରବିବାର ଦିନ ମଦର୍ସ ପବ୍ଲିକ୍ ସ୍କୁଲ୍ରେ ଉତ୍ତେଜନା ଦେଖା ଦେବାରୁ ଓଡ଼ିଶା ଫରେଷ୍ଟ୍ ଡେଭଲପ୍ମେଣ୍ଟ୍ କର୍ପୋରେସନ୍ ଆନୁକୂଲ୍ୟରେ ଆୟୋଜନ କରାଯାଇଥିବା ଆସିଷ୍ଟାଣ୍ଟ୍ ମ୍ୟାନେଜର ଏବଂ ଜୁନିୟର ମ୍ୟାନେଜର ପଦବୀ ନିମନ୍ତେ ପରୀକ୍ଷା ବାତିଲ କରାଯାଇଛି।
ସ୍କୁଲ୍ର ପରିଚାଳନାଗତ ତ୍ରୁଟି ଯୋଗୁଁ ପରୀକ୍ଷା ଦେବାକୁ ଉପସ୍ଥିତ ପ୍ରାର୍ଥୀମାନେ ରାଗି ଯାଇଥିଲେ।
ଏବେ ମଧ୍ୟ ଘଟନାସ୍ଥଳରେ ଉତ୍ତେଜନା ଲାଗି ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/10/mp-school.jpg)