ଦଶମ ଛାତ୍ରୀଙ୍କ ଶିଶୁ କନ୍ୟା ଜନ୍ମ

କାଶୀନଗର : ଗଜପତି ଜିଲ୍ଲାରେ ପୁଣି ଜଣେ ନାବାଳିକା ଛାତ୍ରୀ କନ୍ୟା ସନ୍ତାନ ପ୍ରସବ କରିବା ଆଲୋଡ଼ନ ସୃଷ୍ଟି କରିଛି। ଦଶମ ଶ୍ରେଣୀରେ ପଢୁଥିବା ଜଣେ ନାବାଳିକା କାଶୀନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏକ କନ୍ୟା ଶିଶୁ ପ୍ରସବ କରିଛି। ମା ଓ ଝିଅ ଉଭୟ ସୁସ୍ଥ ଅଛନ୍ତି। ପୁଲିସ କେସ ନଂ ୨୫/୨୦୧୧ରେ ଏକ ମକଦ୍ଦମା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର