ବ୍ରଜରାଜନଗର: ବ୍ରଜରାଜନଗର ଥାନା ଅନ୍ତର୍ଗତ ରାମରକ୍ଷାପଡ଼ାର ପ୍ରହଲ୍ଲାଦ ଯାଦବ (୫୦)ଙ୍କୁ ବୁଧବାର ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି।

Advertisment

୧୯୯୨ ମସିହାରେ ରାମରକ୍ଷାପଡ଼ାର ଏକ ମାଡ଼ପିଟ୍‌ ଘଟଣାରେ ସେ ସମ୍ପୃକ୍ତ ଥିବା ଥାନାରେ ଏତଲା ହୋଇଥିଲା। ଘଟଣା ପରଠାରୁ ପ୍ରହଲ୍ଲାଦ ଫେରାର୍‌ ଥିଲେ। ୨୫ ବର୍ଷ ପରେ ତାଙ୍କୁ ପୁଲିସ ଗିରଫ କରିବାରେ ସଫଳ ହୋଇଛି।