ବଲାଙ୍ଗୀର: ବଲାଙ୍ଗୀର-ଟିଟିଲାଗଡ଼ ଜାତୀୟ ରାଜପଥ କଡ଼ର ଗଛରେ ବାଇକ୍ ପିଟି ହେବାରୁ ଚାଳକ ପବିତ୍ର ମୋହନ ପରିଡ଼ାଙ୍କ ମୃତ୍ୟୁ ଘଟିଛି। ସେହିପରି ତାଙ୍କ ସହିତ ଥିବା ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି। ଟିଟିଲାଗଡ଼ ପଟୁ କୌଣସି ଏକ କମ୍ପାନିରେ କାମ ସାରି ଫେରୁଥିବା ସମୟରେ ଭାରସାମ୍ୟ ହରାଇ ନିମ୍ବ ଗଛକୁ ପିଟି ଦେଇଥିଲେ।
ମୃତ ପବିତ୍ର ଢେଙ୍କାନାଳ ଜିଲ୍ଲାର ବୋଲି ଜଣାପଡ଼ିଛି। ଗୁରୁତର ଜଣକ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/12/Hyderabad-Man-found-dead-in-house-in-Alwal.jpg)