ଭଦ୍ରକ ଜିଲ୍ଲାର ସବୁ ଫେରି ଘାଟ ବନ୍ଦ କଲେ ଜିଲ୍ଲାପାଳ

ଭଦ୍ରକ: ଭଦ୍ରକ ଜିଲ୍ଲାର ସବୁ ଫେରି ଘାଟ ବନ୍ଦ କଲେ ଜିଲ୍ଲାପାଳ। ଭଦ୍ରକ ଜିଲ୍ଲାର ବୈତରଣୀ ନଦୀ ଓ ସାଳନ୍ଦୀ ନଦୀ, ମନ୍ତେଇ ନଦୀରେ ଘାଟ ସବୁ ବନ୍ଦ। ଏଇ ଘାଟ ଦେଇ ପ୍ରତିଦିନ ସହ ସହ ଲୋକ ଯାତାୟାତ କରୁଛନ୍ତି। ଏଇ ରାସ୍ତା ଦେଇ କଲେ କଲିକତା ଫେରନ୍ତା ଭଦ୍ରକ ର ବାସୁଦେବପୁର, ତିହିଡି, ଚାନ୍ଦବାଲି, ଧାମରା, ଧାମନଗର , ଆରଡ଼ି ଆଦି ଅଞ୍ଚଳରେ ପ୍ରବେଶ କରିବାର ସମ୍ଭାବନା ରହିଛି।

ସମ୍ବନ୍ଧିତ ଖବର