ଭୁବନେଶ୍ବର : ପୌର ନିର୍ବାଚନରେ ବିଜେପି ୧୬ଟି ଏନ୍ଏସି ଓ ପୌରପାଳିକାରେ ଅଧ୍ୟକ୍ଷ ପଦ ହାତେଇଛି। ଏହାସହ ୨୮୮ଜଣ କାଉନସିଲର ଏବଂ ତିନିଟି ମହାନଗର ନିଗମରେ ୨୪ଜଣ କର୍ପୋରେଟର ବିଜେପି ପ୍ରାର୍ଥୀ ଜିତିଛନ୍ତି। ଏହାପରେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ସମସ୍ତ ନବନିର୍ବାଚିତ ଜନପ୍ରତିନିଧିମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଶ୍ରୀ ମହାନ୍ତି କହିଛନ୍ତି ଯେ, ବିଜେପି ପ୍ରତି ଆସ୍ଥା ପ୍ରକଟ କରିଥିବା ରାଜ୍ୟର ସମସ୍ତ ସହରାଞ୍ଚଳବାସୀଙ୍କୁ ଧନ୍ୟବାଦ। ରାଜ୍ୟର ସହରାଞ୍ଚଳର ବିକାଶ ପାଇଁ ବିଜେପି ଲଢ଼େଇ ଜାରି ରଖିବ।
‘ସହରାଞ୍ଚଳର ବିକାଶ ପାଇଁ ଲଢ଼େଇ ଜାରି ରହିବ’,
ନବନିର୍ବାଚିତ ନେତାଙ୍କୁ ଶୁଭେଚ୍ଛା ଜଣାଇଲେ ବିଜେପି ସଭାପତି
/sambad/media/post_attachments/wp-content/uploads/2022/03/C-M-victory-ULB-poll1-6.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)