ଖାରି : ସୋନପୁର ବ୍ଲକ୍ ବଲାଡ଼ି ହାଇସ୍କୁଲର ଶିକ୍ଷକ ଜଗନ୍ନାଥ ପଣ୍ଡା ସ୍କୁଲ ବାହାରେ ଏକ ବ୍ୟାଗ୍ ଦେଖିବାକୁ ପାଇଥିଲେ। ବ୍ୟାଗ୍ରେ କିଛି ସାମଗ୍ରୀ ସହ କିଛି ଟଙ୍କା ଓ ସୁନାଗହଣା ଥିଲା। ବ୍ୟାଗ୍ରେ ଥିବା ଆଧାରକାର୍ଡରୁ ପରିଚୟ ପାଇ ଉପରଫବସି ଗ୍ରାମର ବୃନ୍ଦାବନ ଭୁଏଙ୍କ ବୋଲି ଜାଣିବାକୁ ପାଇଥିଲେ। ଶିକ୍ଷକ ଟଙ୍କା ସୁନା ଲୋଭରେ ନପଡ଼ି ତତ୍କ୍ଷଣାତ୍ ବ୍ୟାଗକୁ ସଂପୃକ୍ତ ବ୍ୟକ୍ତିଙ୍କୁ ହସ୍ତାନ୍ତର କରିଥିବାରୁ ଅଞ୍ଚଳବାସୀ ତାଙ୍କୁ ପ୍ରଶଂସା କରିଛନ୍ତି।
ଶିକ୍ଷକଙ୍କ ମହାନତା: ପାଇଥିବା ସୁନା, ଟଙ୍କାବ୍ୟାଗ୍ ଫେରାଇଲେ
/sambad/media/post_attachments/wp-content/uploads/2023/02/khari.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)