ଓଡ଼ାପଡ଼ା : ପତି-ପତ୍ନୀଙ୍କ ଭିତରେ ପାରିବାରିକ ବିବାଦ ଥିଲା। ଏହି ବିବାଦ ଏତେ ଉଗ୍ର ହେଲା ଯେ, ସୋମବାର ଅପରାହ୍ନରେ ପତ୍ନୀ ରଶି ଲଗାଇ ଆତ୍ମହତ୍ୟା କରିଦେଲେ। ଏକଥା ଶୁଣିବା ପରେ ତାଙ୍କ ସ୍ବାମୀ ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ୍ ଖଡ଼ଗପ୍ରସାଦ ଗ୍ରାମର ଅଲେଖ ସାମଲ ବି ଆତ୍ମହତ୍ୟା କରିଦେଇଛନ୍ତି। ଏହି ଘଟଣା ସମ୍ପୃକ୍ତ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି।
ପତ୍ନୀଙ୍କ ଆତ୍ମହତ୍ୟା ଶୁଣି ଝୁଲିପଡ଼ିଲେ ସ୍ବାମୀ
/sambad/media/post_attachments/wp-content/uploads/2023/01/1607637451_suicide.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)