ପାଣିକୋଇଲି: ଗାଡ଼ି କିସ୍ତି ନଦେବାରୁ ପାଣିକୋଇଲି ପୁଲିସ ମାଲିକଙ୍କୁ କୋର୍ଟ ଚାଲାଣ କରିଛି। ମହିନ୍ଦ୍ରା ଫାଇନାନ୍ସରୁ ଗାଡ଼ି ଋଣରେ ନେଇ କିସ୍ତି ନଦେବା ଓ ଗାଡ଼ିକୁ ଲୁଚାଇ ବିକ୍ରି କରିବା ନେଇ କମ୍ପାନି ପକ୍ଷରୁ ପାଣିକୋଇଲି ଥାନାରେ ଅଭିଯୋଗ ହୋଇଥିଲା। ଏନେଇ ୧୧୭/୨୨ରେ ମାମଲା ରୁଜୁ କରାଯାଇଥିଲା।
ଏହି ମାମଲାରେ ସୁକିନ୍ଦା ଥାନା ଅନ୍ତର୍ଗତ ଆମ୍ପୋଳବା ଦରଡ଼ି ଗ୍ରାମର ହରିହର ବାରିକଙ୍କ ପୁଅ ଅଟଳ ବିହାରୀ ବାରିକ(୫୨)କୁ ଗତକାଲି ରାତିରେ ଗିରଫ କରାଯାଇ ଆଜି ଦଫା ୪୨୦ ଓ ୩୪ ଆଇପିସିରେ କୋର୍ଟଚାଲାଣ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/arrest.jpg)