ରାଜ୍ୟରୁ ଆଜି ୩୭୬ଜଣ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ବର: ରାଜ୍ୟରୁ ଆଜି ୩୭୬ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି। ନୂଆ ସୁସ୍ଥଙ୍କୁ ମିଶାଇଲେ ଏଯାବତ ରାଜ୍ୟରୁ ୩୨୦୫୮୪ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ରିପୋର୍ଟ ରହିଛି।

 

ଆଜି ଖୋର୍ଧାରୁ ୫୦ଜଣ, ଅନୁଗୁଳରୁ ୪୮ଜଣ, ସୁନ୍ଦରଗଡ଼ରୁ ୪୩ଜଣ, ବାଲେଶ୍ବରରୁ ୨୩, କଟକରୁ ୨୩ଜଣ, ପୁରୀରୁ ୨୨ଜଣ, ବରଗଡ଼ରୁ ୧୯ଜଣ, ବଲାଙ୍ଗୀରରୁ ୧୯ଜଣ, କଳାହାଣ୍ଡିରୁ ୧୯ଜଣ, ମୟୁରଭଞ୍ଜରୁ ୧୮ଜଣ, ସମ୍ବଲପୁରରୁ ୧୪ଜଣ, ନୂଆପଡ଼ାରୁ ୧୧ଜଣ, ଝାରସୁଗୁଡ଼ାରୁ ୧୦ଜଣ, ଗଞ୍ଜାମରୁ ୯ଜଣ, ଯାଜପୁରରୁ ୮ଜଣ, ଜଗତସିଂହପୁରରୁ ୭ଜଣ,ଭଦ୍ରକରୁ ୫ଜଣ, କେନ୍ଦ୍ରାପଡ଼ାରୁ ୫ଜଣ, ଢ଼େଙ୍କାନାଳରୁ ୩ଜଣ, ବୌଦ୍ଧରୁ ୨ଜଣ, ନବରଙ୍ଗପୁରରୁ ୨ଜଣ, ନୟାଗଡ଼ରୁ ୨ଜଣ, ରାୟଗଡ଼ାରୁ ୨ଜଣ, କନ୍ଧମାଳରୁ ଜଣେ, କୋରାପୁଟରୁ ଜଣେ ଓ ଷ୍ଟେଟପୁଲରୁ ୧୦ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି

ସମ୍ବନ୍ଧିତ ଖବର