ଆଜି ରାଜ୍ୟରୁ ୮୬ଜଣ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ବର: ଆଜି ରାଜ୍ୟରୁ ୮୬ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ କରିଛି।

ଆଜି କଟକରୁ ୧୬ଜଣ, ସୁନ୍ଦରଗଡ଼ରୁ ୧୩ଜଣ, ସମ୍ବଳପୁରରୁ ୧୨ଜଣ, ଖୋର୍ଧାରୁ ୮ଜଣ, ମୟୁରଭଞ୍ଜରୁ ୬ଜଣ, ବାଲେଶ୍ବରରୁ ୫ଜଣ, ଝାରସୁଗୁଡ଼ାରୁ ୫ଜଣ, ନବରଙ୍ଗପୁରୁ ୪ଜଣ, ପୁରୀରୁ ୪ଜଣ, ସୁବର୍ଣ୍ଣପୁରରୁ ୪ଜଣ, ବରଗଡ଼ରୁ ୩ଜଣ ଓ ଅନୁଗୁଳରୁ ୨ଜଣ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

 

ସେହିପରି ନୟାଗଡ଼ରୁ ୨ଜଣ ଓ ଷ୍ଟେଟପୁଲରୁ ୨ଜଣ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଯାବତ ରାଜ୍ୟରୁ ୩୩୫୪୦୮ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସମ୍ବନ୍ଧିତ ଖବର