ବଡ଼ଗାଁ : ବଡ଼ଗାଁ ବସ୍ତିରେ ରହୁଥିବା ଶ୍ରୀମତୀ ବୀଣାପାଣି ପାଣିଗ୍ରାହୀଙ୍କ ବାଡିରୁ ଗତ ରାତିରେ ଏକ ଚନ୍ଦନ ଗଛ ଦୁର୍ବୁତ୍ତମାନେ କାଟିନେଇଛନ୍ତି। ୧୦ ଫୁଟ ଲମ୍ବ ଓ ଦେଢ଼ ଫୁଟ ବ୍ୟାସର ଏହି ଗଛକୁ ନେଇ ତାର ଡାଳପତ୍ରକୁ ଛାଡି ଚାଲିଯାଇଛନ୍ତି। ବଡ଼ଗାଁ ଥାନାରେ ଏହି ବିଷୟରେ ଖବର ଦିଆଯିବା ପରେ ପୁଲିସ ଘଟଣାର ଅନୁସନ୍ଧାନ କରୁଛି।
ବଡ଼ଗାଁ ବସ୍ତି ଭିତରୁ ଚନ୍ଦନ ଗଛ ଚୋରି
/sambad/media/post_attachments/wp-content/uploads/2020/12/a1ffa17a-0b3f-4b13-8255-984447d39622.jpg)