ସମ୍ବଲପୁର: ଅଇଁଠାପାଲି ଇଲେକ୍ଟ୍ରିକ୍ ସବ୍ ଡିଭିଜନ୍ ଅଧୀନ ମା’ ଶକ୍ତିନଗର(ପ୍ରଧାନପଡା) ନିକଟରେ ଲତାକୁ ଛୁଇଁଲେ ମାରୁଛି କରେଣ୍ଟ।
ସେଠାରେ ଥିବା ଏକ ବିଦ୍ୟୁତ୍ ଖୁଣ୍ଟରେ ଲତା ଗୁଡ଼େଇ ହୋଇ ରହିଛି। ସେହି ଖୁଣ୍ଟ ପାଖରେ ଥିବା ଗେଟ୍ରେ ମାଡ଼ି ଥିବା ଲତା କିମ୍ବା ଖୁଣ୍ଟକୁ ଛୁଇଁଲା ମାତ୍ରେ କରେଣ୍ଟ୍ ମାରୁଛି। ଖୁଣ୍ଟରୁ ଲତା ହଟାଇବାକୁ ଦାବି ହୋଇଛି।