ସଟ୍‌ଡାଉନ୍‌ ଅବଧି ବଢ଼ିବା ଚର୍ଚ୍ଚା ଏକ ଗୁଜବ, ଏହାକୁ ବିଶ୍ୱାସ କରନ୍ତୁନି: ଏସ୍‌ଆରସି

ଭୁବନେଶ୍ୱର: କରୋନା ଭାଇରସ୍‌ ମୁକାବିଲା ପାଇଁ ହୋଇଥିବା ସଟ୍‌ଡାଉନ୍‌ ଅବଧି ବଢ଼ିବା ଚର୍ଚ୍ଚା ଏକ ଗୁଜବ। ଏହାକୁ ବିଶ୍ୱାସ କରନ୍ତୁ ନାହିଁ। ସ୍ୱତନ୍ତ୍ର ରିଲିଫ କମିସନର ପ୍ରଦୀପ କୁମାର ଜେନା ଟୁଇଟ ଜରିଆରେ ଏହି ସୂଚନା ଦେଇଛନ୍ତି।

 

ଏସ୍‌ଆରସି କହିଛନ୍ତି ଗୁଜବକୁ ବିଶ୍ୱାସ କରନ୍ତୁ ନାହିଁ। କେବଳ ଶନିବାର ଓ ରବିବାର ସଟ୍‌ଡାଉନ୍‌ ରହିବ। ଲୋକେ ଭୟଭୀତ ହୋଇ କୌଣସି ଜିନିଷନକିଣନ୍ତୁ ବୋଲି ଶ୍ରୀ ଜେନା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର