ଓଟିଏମ୍‌କୁ ପୁନଃ କାର୍ଯ୍ୟକ୍ଷମ ପାଇଁ ପ୍ରସ୍ତାବ ନାହିଁ

ଭୁବନେଶ୍ବର : ଓଟିଏମ୍‌କୁ ପୁନଃ କାର୍ଯ୍ୟକ୍ଷମ କରିବା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତାବ ନାହିଁ। ଓଟିଏମ୍‌ର କଞ୍ଚାମାଲ ଚାହିଦା ପୂରଣ ଦୃଷ୍ଟିରୁ ବନ୍ଦ ରହିଥିବା ସୂତାକଳଗୁଡ଼ିକୁ ପୁନଃ କାର୍ଯକ୍ଷମ କରିବା ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗରେ ପ୍ରସ୍ତାବ ନ ଥିବା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ଏକ ପ୍ରଶ୍ନରର ଉତ୍ତରରେ ସୂଚନା ଦେଇଛନ୍ତି ମନ୍ତ୍ରୀ ରୀତା ସାହୁ।

ସମ୍ବନ୍ଧିତ ଖବର