![Sambad Whatsapp](https://cdn-icons-png.flaticon.com/512/2504/2504957.png)
Sambad is now on WhatsApp
Join and get latest news updates delivered to you via WhatsApp
![](https://sambad.in/wp-content/uploads/2024/05/8227c094-35a7-4694-b547-181fbe43e217.jpeg)
ଓଡିଶାରେ ତୃତୀୟ ପର୍ଯ୍ୟାୟ ଭୋଟ ଆସନ୍ତା ୨୫ ତାରିଖରେ ଅନୁଷ୍ଠିତ ହେବ। ୬ଟି ଲୋକସଭା ସହ ୪୨ ବିଧାନସଭା କ୍ଷେତ୍ରରେ ମତଦାନ ହେବ। ରାଜନୈତିକ ହିଂସା ସହ ଆଇନଶୃଙ୍ଖଳା ପରିସ୍ଥିତି ଉପରେ ଶୁନ୍ୟ ସହନଶୀଳତା ଉପରେ ଗୁରୁତ୍ବ ଦିଆଯାଉଛି। ଏଥିସହ ରାଜ୍ୟରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି।-ନିକୁଂଜ ବିହାରୀ ଧଳ, ମୁଖ୍ୟ ନିର୍ବାଚନ ଅଧିକାରୀ