କଟକ : କେମିତି ଦେଖାଯିବ ବିଶ୍ବସ୍ତରୀୟ କଟକ ବଡ଼ଡାକ୍ତରଖାନା? ୩୫ଶହ କୋଟି ଟଙ୍କା ବ୍ୟୟ ଅଟକଳରେ ବିଶ୍ବସ୍ତରୀୟ ଏସ୍ସିବି ପାଇଁ ଟେଣ୍ଡର ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଥିବାବେଳେ ଏହାକୁ ନେଇ ସବୁ ମହଲରେ ଉତ୍କଣ୍ଠା ଲାଗି ରହିଛି। ନୂଆ ଯୋଜନା ଅନୁସାରେ ଷ୍ଟାଫ୍ କଲୋନି ପାଇଁ ୧୨ଟି ୧୨ମହଲାବିଶିଷ୍ଟ ଟାୱାର୍ ଓ କ୍ଲିନିକାଲ କୋଠା ପାଇଁ ୧୦ ମହଲାବିଶିଷ୍ଟ ୪ଟି ଟାୱାର୍ ନିର୍ମାଣ କରାଯିବାକୁ ନିଷ୍ପତ୍ତି ହୋଇଛି। ଯାହାର ଡିଜାଇନ୍ ବି ପ୍ରସ୍ତୁତ ସରିଛି। ଆସନ୍ତା ଅକ୍ଟୋବର ସୁଦ୍ଧା ଏହାର କାମ ଆରମ୍ଭ ହୋଇ ୨୦୨୪ ପୂର୍ବରୁ ଏହାର ନିର୍ମାଣ ସାରିବାକୁ ଯୋଜନା ରଖାଯାଇଛି।
ଏମିତି ହେବ ବିଶ୍ୱସ୍ତରୀୟ ଏସ୍ସିବିର ଡିଜାଇନ୍
/sambad/media/post_attachments/wp-content/uploads/2021/09/scb-design.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)