ଭଦ୍ରକ: ଭଦ୍ରକ ସହରର ସାହାପୁର ସାଳନ୍ଦୀ ନଦୀଘାଟରୁ ଆଜି ଅପରାହ୍ନରେ ହଜାର ହଜାର କାଉଡ଼ିଆ ଜଳ ନେଇ ବିଭିନ୍ନ ଶୈବପୀଠକୁ ଯାତ୍ରା କରୁଛନ୍ତି। ବୋଲ୍ବମ୍ ହରହର ବମ୍ରେ ପ୍ରକମ୍ପିତ ହେଇଛି ସାହାପୁର ସାଳନ୍ଦୀ ନଦୀଘାଟ।
ଆରଡ଼ି ବାବା ପାର କରେଗା, ଭୋଲେ ବାବା ପାର କରେଗା। ଜଟିଆ ବାବା ପାର କରେଗା ନାରା ଦେଇ ରାସ୍ତାରେ ଯାଇଥିଲେ କାଉଡ଼ିଆ। ବିଶେଷ କରି ଭଦ୍ରକର ପ୍ରମୁଖ ଶୈବପୀଠ ଆରଡ଼ିର ବାବା ଆଖଣ୍ଡଳମଣିଙ୍କ ପୀଠ, ଅନିଜର ଶୈବ ପୀଠ, ନକଙ୍ଗର ବାଲେଶ୍ଵର ପୀଠ, ଭଦ୍ରକର ଲୋକନାଥ ପୀଠକୁ ଜଳ ଭାର ନେଇ ଯାତ୍ରା କରିଥିଲେ। ଏହି ଅବସରରେ କାଉଡ଼ିଆ ଭକ୍ତମାନଙ୍କ ପାଇଁ ବିଭିନ୍ନ ଛକ ଜାଗାରେ ସ୍ବେଚ୍ଛୋସେବୀ ସଂଗଠନ ପକ୍ଷରୁ ପାନୀୟ ଜଳ, ପ୍ରସାଦ ବ୍ୟବସ୍ଥା କରାଯାଇଥିଲା।
ଆରଡ଼ି ବାବା ପାର କରେଗା, ଭୋଲେ ବାବା ପାର କରେଗା। ଜଟିଆ ବାବା ପାର କରେଗା ନାରା ଦେଇ ରାସ୍ତାରେ ଯାଇଥିଲେ କାଉଡ଼ିଆ। ବିଶେଷ କରି ଭଦ୍ରକର ପ୍ରମୁଖ ଶୈବ ପୀଠ ଆରଡ଼ିର ବାବା ଆଖଣ୍ଡଳମଣିଙ୍କ ପୀଠ, ଅନିଜର ଶୈବ ପୀଠ, ନକଙ୍ଗର ବାଲେଶ୍ଵର ପୀଠ, ଭଦ୍ରକର ଲୋକନାଥ ପୀଠକୁ ଜଳଭାର ନେଇ ଯାତ୍ରା କରିଥିଲେ। ଏହି ଅବସରରେ କାଉଡ଼ିଆ ଭକ୍ତମାନଙ୍କ ପାଇଁ ବିଭିନ୍ନ ଛକ ଜାଗାରେ ସ୍ବେଛାସେବୀ ସଂଗଠନ ପକ୍ଷରୁ ପାନୀୟ ଜଳ, ପ୍ରସାଦ ବ୍ୟବସ୍ଥା କରାଯାଇଥିଲା।
Odisha | Bhadrak
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/09/2025-07-09t140418003z-303a0e67-a2aa-4acf-8f08-768d7ad5fbb9-2025-07-09-19-34-16.jpg)
/sambad/media/media_files/2025/07/20/fde900cd-f634-4997-86ce-a6923aa0203f-2025-07-20-20-14-43.jpg)