ସମ୍ବଲପୁର : ଗତ ୧୨ ତାରିଖ ଦିନ ହାଇକୋର୍ଟ ବେଞ୍ଚ ଦାବି ଆନ୍ଦୋଳନ ସମୟରେ ହୋଇଥିବା କୋର୍ଟ ଭିତରେ ଭଂଗାରୁଜା ଭଳି ଅଭାବନୀୟ ଘଟଣାକୁ କେନ୍ଦ୍ରକରି ସମ୍ବଲପୁର ଟାଉନ ପୁଲିସ ପୁଣି ୩ ଜଣଙ୍କୁ ଗିରଫ କରିଛି। ବରିଷ୍ଠ ମହିଳା ଆଇନଜୀବୀ ବିଷ୍ଣୁପ୍ରିୟା ଭୋଇଙ୍କ ସହିତ ସବିତା ବନଛୋର, ମିଳନ ମହାରଣା ପ୍ରମୁଖଙ୍କୁ ଗିରଫ କରାଯାଇଛି। ପୂର୍ବରୁ ୩୨ ଜଣ ଗିରଫ ହୋଇଥିବା ବେଳେ ଏବେ ଏହି ସଂଖ୍ୟା ୩୫ରେ ପହଂଚିଛି।
ମହିଳା ଆଇନଜୀବୀଙ୍କ ସମେତ ୩ ଗିରଫ
/sambad/media/post_attachments/wp-content/uploads/2022/09/town-police-station-sambalpur.jpg)