ଭଦ୍ରକ: ଦୁଇ ଜଣ ନାବାଳକ ସମେତ ତିନି ଜଣ ଅନ୍ତଃ ରାଜ୍ୟ ଲୁଟେରାକୁ ଗିରିଫ କରି ଭଦ୍ରକ ପୁଲିସ ୨୦ଟି ମୋବଇଲ ଜବତ କରିଛି। ପୁଲିସ ଝାରଖଣ୍ଡର ସାହେବଗଞ୍ଜ ଜିଲ୍ଲା ରାଜମହଲ ଥାନା ଅନ୍ତର୍ଗତ ତିନିପହାଡ଼, ବାଉପୁର ଗ୍ରାମର ଲାଲସି ମାହାତୋଙ୍କ ପୁଅ ମିଥୁନ ମାହାତୋ, ତେଲଝାଡ଼ି ଅଞ୍ଚଳର ୨ ନାବାଳକଙ୍କୁ ଗିରଫ କରିଛି। ପୁଲିସ କହିବା ଅନୁସାରେ ଅଭିଯୁକ୍ତମାନେ ଭଦ୍ରକ ଅଞ୍ଚଳରୁ ଦାମୀ ସ୍ମାର୍ଟଫୋନ ଗୁଡ଼ିକ କୌଶଳ କ୍ରମେ ଚୋରି କରୁଥିଲେ। ଉଦ୍ଧାର ହୋଇଥିବା ପ୍ରତ୍ୟେକ ମୋବାଇଲର ମୂଲ୍ୟ ୧୦,୦୦୦ ଟଙ୍କାରୁ ଊର୍ଦ୍ଧ୍ୱ ହେବ।
ଭଦ୍ରକ: ୨ ନାବାଳକ ସମେତ ୩ ଅନ୍ତଃ ରାଜ୍ୟ ଲୁଟେରା ଗିରଫ, ୨୦ ମୋବାଇଲ ଜବତ
/sambad/media/post_attachments/wp-content/uploads/2017/12/bdk1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)