ଭୁବନେଶ୍ୱର: ଆଗାମୀ ୩ରୁ ୪ ଘଣ୍ଟା ମଧ୍ୟରେ ଅର୍ଥାତ ରାତି ୯ଟା ସୁଦ୍ଧା ରାଜ୍ୟର ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ, ଢ଼େଙ୍ଗାନାଳ, କଟକ, ବାଲେଶ୍ୱର, କଟକ ସହର, ନୟାଗଡ଼, ଖୋର୍ଦ୍ଧା, ଭୁବନେଶ୍ୱର ସହର, ଗଞ୍ଜାମ, ଗଜପତି, ନବରଙ୍ଗପୁର, କଳାହାଣ୍ଡି, ଦେବଗଡ଼ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବଜ୍ରପାତ ଓ ପବନ ସହ କାଳବୈଶାଖୀର ସମ୍ଭାବନା ରହିଛି। ଏହି ସମୟରେ ହେବାକୁ ଥିବା ଘୂଣତର୍ଣିଝଡ଼ରେ ପବନର ବେଗ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ପର୍ଯ୍ୟନ୍ତ ରହିପାରେ।
THUNDERSTORM WITH LIGHTENING AND GUSTY SURFACE WIND SPEED REACHING 30- #40KMPH LIKELY OCCUR OVER SOME PARTS OF DISTRICTS OF BHADRAK, JAJPUR, KANDHAMAL, CUTTACK , NAYAGARH, KHORDA (INCLUDING BHUBANESWAR), GANJAM, GAJAPATI, NAWARANGPUR, KALAHANDI, DEOGARH DURING NEXT 3HRS pic.twitter.com/nGM98Ww5qX
— Meteorological Centre, Bhubaneswar (@mcbbsr) May 5, 2022
ଏହାକୁ ଦୃଷ୍ଟିରେ ରଖି ଏହି ୨୦ଟି ଜିଲ୍ଲା ପାଇଁ ୟେଲୋଓ୍ଵାର୍ଣ୍ଣିଂ ଜାରି କରିବା ସହ କାଳବୈଶାଖୀ ସମୟରେ ପଦାକୁ ନ ବାହାରିବା ପାଇଁ ଲୋକଙ୍କୁ ପରାମର୍ଶ ଦେଇଛି ପାଣିପାଗ କେନ୍ଦ୍ର।