ଭୁବନେଶ୍ବର: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଦଶମ, ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ଓ ମଧ୍ୟମା(ସଂସ୍କୃତ) ପରୀକ୍ଷା ଫଳ ବୁଧବାର(ଆଜି) ପ୍ରକାଶ ପାଇବ। ପୂର୍ବାହ୍ନ ୧୧ଟା ୩୦ରେ ଫଳ ପ୍ରକାଶ ପାଇବା ପରେ ପରୀକ୍ଷାର୍ଥୀ ‘www.bseodisha.ac.in’ ଓ ‘www.bseodisha.nic.in’ ୱେବସାଇଟ୍ ମାଧ୍ୟମରେ ସେମାନଙ୍କ ରେଜଲ୍ଟ ଜାଣିପାରିବେ। ଚଳିତ ମାଟ୍ରିକ ପରୀକ୍ଷାରେ ସଫଳତା ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ‘ସମ୍ବାଦ’ ପରିବାର ତରଫରୁ ଅଭିନନ୍ଦନ ଜଣାଉଛୁ। ଇଣ୍ଟରନେଟ୍ ମାଧ୍ୟମରେ ମାଟ୍ରିକ ପରୀକ୍ଷା ଫଳାଫଳ ପ୍ରକାଶ ପାଉଛି। ମାତ୍ର ଅନେକ ଅଞ୍ଚଳରେ ଇଣ୍ଟରନେଟ୍ର ସୁବିଧା ନ ଥିବାରୁ ଫଳାଫଳ ଜାଣିବାରେ ସମସ୍ୟା ଉପୁଜିପାରେ। ଏହାକୁ ଉପଲବ୍ଧି କରି KMBB Junior Science College ସହଯୋଗରେ ‘ସମ୍ବାଦ ପରିବାର’ ପକ୍ଷରୁ ହେଲ୍ପଲାଇନର ସୁବିଧା କରାଯାଇଛି। ଇଚ୍ଛୁକ ଛାତ୍ରଛାତ୍ରୀମାନେ ନିମ୍ନୋକ୍ତ ଟେଲିଫୋନ୍ ନମ୍ବରରେ ଯୋଗାଯୋଗ କରି ଫଳାଫଳ ସମ୍ପର୍କରେ ସୂଚନା ପାଇପାରିବେ।
ହେଲ୍ପଲାଇନ୍ ନମ୍ବରଗୁଡ଼ିକ ହେଲା:
୭୦୦୮୧୮୬୨୧୬, ୯୪୩୭୯୪୩୯୫୪, ୯୪୩୮୫୫୫୭୦୯, ୭୮୯୪୪୭୬୫୨୬୨
ଆଜି ମାଟ୍ରିକ୍ ପରୀକ୍ଷା ଫଳ : ‘ସମ୍ବାଦ’ ପରିବାରର ହେଲ୍ପ ଲାଇନ୍
ହେଲ୍ପଲାଇନ୍ ନମ୍ବର : ୭୦୦୮୧୮୬୨୧୬, ୯୪୩୭୯୪୩୯୫୪, ୯୪୩୮୫୫୫୭୦୯, ୭୮୯୪୪୭୬୫୨୬୨
/sambad/media/post_attachments/wp-content/uploads/2020/07/matric.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)