ପାଣିପାଗ: ୧୧ ସହରର ତାପମାତ୍ରା ୪୦ ଡିଗ୍ରି ଉପରେ, ୪୫.୨ ଡିଗ୍ରି ସହ ଝାରସୁଗୁଡ଼ା ଉତ୍ତପ୍ତ ସହର

ଭୁବନେଶ୍ୱର: ରାଜ୍ୟର ୧୧ଟି ସହରରେ ବୁଧବାର ତାପମାତ୍ରା ୪୦ ଡିଗ୍ରି ଉପରେ ରହିଛି। ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ୪୫.୨ ଡିଗ୍ରି ସହ ଝାରସୁଗୁଡ଼ା ଉତ୍ତପ୍ତ ସହର ବୋଲି ଜଣାପଡ଼ିଛି।

ଆଜିର ତାପମାତ୍ରା
ଝାରସୁଗୁଡ଼ା: ୪୫.୨ ଡିଗ୍ରି
ସମ୍ବଲପୁର: ୪୩.୨ ଡିଗ୍ରି
ହୀରାକୁଦ: ୪୨.୯ ଡିଗ୍ରି
ଟିଟିଲାଗଡ଼: ୪୨.୨ ଡିଗ୍ରି
ଅନୁଗୁଳ: ୪୨.୧ ଡିଗ୍ରି
ସୋନପୁର: ୪୧.୨ ଡିଗ୍ରି
ସୁନ୍ଦରଗଡ଼: ୪୧.୦ ଡିଗ୍ରି
ମାଲକାନଗିରି: ୪୦.୬ ଡିଗ୍ରି
ଭବାନୀପାଟଣା: ୪୦.୦ ଡିଗ୍ରି
ବଲାଙ୍ଗୀର: ୪୦.୦ ଡିଗ୍ରି
ଫୁଲବାଣୀ: ୪୦.୦ ଡିଗ୍ରି

ସମ୍ବନ୍ଧିତ ଖବର