+୨ ପରୀକ୍ଷାଫଳରେ ଟପ ୩ ରେ ଅଛି ନା ନାହିଁ ଆପଣଙ୍କ ଜିଲ୍ଲା ଜାଣନ୍ତୁ

ଭୁବନେଶ୍ୱର: ପ୍ରକାଶ ପାଇଛି ଯୁକ୍ତ ୨ ବାଣିଜ୍ୟ ଓ କଳା ପରୀକ୍ଷାଫଳ | କଳାରେ ବାଲେଶ୍ୱରରେ ପାସ ହାର ସର୍ବାଧିକ ଥିବାବେଳେ ବାଣିଜ୍ୟରେ ଖୋର୍ଦ୍ଧା ଜିଲ୍ଲାର ପାସ ହାର ସର୍ବାଧିକ ରହିଛି | ଜାଣନ୍ତୁ କଳା ଓ ବାଣିଜ୍ୟରେ କେଉଁ ସବୁ ଟପ ୩ ତାଲିକାରେ ସ୍ଥାନ ପାଇଛନ୍ତି |

କଳା
୧.ବାଲେଶ୍ୱର
ପାସ ହାର:୭୫.୬୭
ପରୀକ୍ଷାର୍ଥୀ ସଂଖ୍ୟା: ୧୨୭୭୧
ମାଲପ୍ରାକ୍ଟିସ :୧୭
ଫାଷ୍ଟ ଡିଭିଜନ:୧୭୦୦
ସେକେଣ୍ଡ ଡିଭିଜନ:୧୭୭୪
ଥାର୍ଡ଼ ଡିଭିଜନ: ୬୧୮୦
—-
୨.ବରଗଡ଼
ପାସ ହାର:୭୪.୯୧
ପରୀକ୍ଷାର୍ଥୀ ସଂଖ୍ୟା: ୯୫୯୫
ମାଲପ୍ରାକ୍ଟିସ :୫୧
ଫାଷ୍ଟ ଡିଭିଜନ:୧୩୭୬
ସେକେଣ୍ଡ ଡିଭିଜନ:୧୨୯୭
ଥାର୍ଡ଼ ଡିଭିଜନ: ୪୫୧୨

୩.ଖୋର୍ଦ୍ଧା
ପାସ ହାର:୭୪.୭୮
ପରୀକ୍ଷାର୍ଥୀ ସଂଖ୍ୟା: ୧୨୯୫୯
ମାଲପ୍ରାକ୍ଟିସ :୨୨
ଫାଷ୍ଟ ଡିଭିଜନ:୧୫୧୦
ସେକେଣ୍ଡ ଡିଭିଜନ:୧୭୪୨
ଥାର୍ଡ଼ ଡିଭିଜନ: ୬୪୨୮
(କଳାରେ ନବରଙ୍ଗପୁରର ସର୍ବନିମ୍ନ ୪୭.୪୬ ପ୍ରତିଶତ ପିଲା ପାସ କରିଛନ୍ତି)
——–
ବାଣିଜ୍ୟ
୧.ଖୋର୍ଦ୍ଧା
ପାସ ହାର:୮୬.୮୯
ପରୀକ୍ଷାର୍ଥୀ ସଂଖ୍ୟା: ୨୬୯୩
ମାଲପ୍ରାକ୍ଟିସ :୧
ଫାଷ୍ଟ ଡିଭିଜନ:୮୭୯
ସେକେଣ୍ଡ ଡିଭିଜନ:୫୮୭
ଥାର୍ଡ଼ ଡିଭିଜନ: ୮୭୩

୨.ନୟାଗଡ଼
ପାସ ହାର:୮୫.୬୩
ପରୀକ୍ଷାର୍ଥୀ ସଂଖ୍ୟା: ୧୭୪
ମାଲପ୍ରାକ୍ଟିସ :୦
ଫାଷ୍ଟ ଡିଭିଜନ:୧୦୧
ସେକେଣ୍ଡ ଡିଭିଜନ:୨୩
ଥାର୍ଡ଼ ଡିଭିଜନ:୨୫

୩.କଟକ
ପାସ ହାର:୮୦.୮୬
ପରୀକ୍ଷାର୍ଥୀ ସଂଖ୍ୟା: ୨୩୦୦
ମାଲପ୍ରାକ୍ଟିସ :୧୩
ଫାଷ୍ଟ ଡିଭିଜନ:୭୫୬
ସେକେଣ୍ଡ ଡିଭିଜନ:୩୯୦
ଥାର୍ଡ଼ ଡିଭିଜନ: ୭୧୧
(ବାଣିଜ୍ୟରେ ଦେବଗଡ଼ ଜିଲ୍ଲାରେ ସର୍ବନିମ୍ନ ୨୪.୩୪ ପ୍ରତିଶତ ପିଲା ପାସ କରିଛନ୍ତି)

ସମ୍ବନ୍ଧିତ ଖବର