ସମୁଦ୍ରରୁ ପର୍ଯ୍ୟଟକ ଉଦ୍ଧାର

0

ପୁରୀ : ରବିବାର ଲାଇଫ୍‌ ଗାର୍ଡଙ୍କ ଉଦ୍ୟମ କ୍ରମେ ଜଣେ ପର୍ଯ୍ୟଟକଙ୍କୁ ସମୁଦ୍ର ଗର୍ଭରୁ ଉଦ୍ଧାର କରାଯାଇଛି। କଟକ ଲାଲବାଗ ଥାନା ଖଟବିନ୍‌ ସାହିର ବୁଲୁ ସିଂହଙ୍କ ପୁଅ ବିଶ୍ୱଜିତ ସିଂହ (୧୯) ସାଥୀମାନଙ୍କ ସହିତ ଆଜି ପୁରୀ ବୁଲିବାକୁ ଆସିଥିଲେ। ସେମାନେ  ସମୁଦ୍ରରେ ଗାଧୋଉଥିବା ବେଳେ ବୁଲୁ ସମୁଦ୍ର ପାଣିରେ ଭାସି ଯାଇଥିଲେ। ଘଟଣାସ୍ଥଳରେ ଉପସ୍ଥିତ ଲାଇଫ୍‌ଗାର୍ଡମାନେ ସମୁଦ୍ର ଭିତରୁ ବୁଲୁଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ। ବୁଲୁ ଏବେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

ସମ୍ବନ୍ଧିତ ଖବର

Leave A Reply

Your email address will not be published.