ଟ୍ରାକ୍ଟର ଓଲଟି ଜଣେ ମୃତ

ପାରଳାଖେମୁଣ୍ଡି : ଗଜପତି ଗଣ୍ଡହାତୀ ନିକଟସ୍ଥ ଚାଞ୍ଚଡ଼ାସାହିରେ ଟ୍ରାକ୍ଟର ଓଲଟି ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ମୁନିଙ୍ଗବାଡା ଗ୍ରାମର ଜୁଏଲ ଶବର ବୋଲି ଜଣାପଡ଼ିଛି। ଏହି ଦୁର୍ଘଟଣା ସମ୍ପର୍କରେ ଖବର ପାଇ ଗାରାବନ୍ଧ ପୁଲିସ ପହଞ୍ଚି ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପାରଳାଖେମୁଣ୍ଡି ପଠାଇ ଦେଇଛି।

ସମ୍ବନ୍ଧିତ ଖବର