ଟିଟିଲାଗଡ଼-ରାୟଗଡ଼ା ଓ ରାୟଗଡ଼ା-କୋରାପୁଟ ରୁଟ୍‌ରେ ଏହି ଟ୍ରେନ୍‌ ଗୁଡ଼ିକ ୨ ଦିନ ବାତିଲ

ଭୁବନେଶ୍ୱର: ଟିଟିଲାଗଡ଼-ରାୟଗଡ଼ା ଓ ରାୟଗଡ଼ା-କୋରାପୁଟ ରେଲେଓ୍ଵ ସେକ୍‌ସନ୍‌ରେ ଟ୍ରାକ୍‌ ଓ ବ୍ରିଜ୍‌ ନିକଟରେ ବର୍ଷା ଓ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ଟ୍ରେନ ସେବା ପ୍ରଭାବିତ ହୋଇଛି। ବର୍ଷା ଓ ବନ୍ୟାକୁ ଦୃଷ୍ଟିରେ ରଖି କିଛି ଟ୍ରେନକୁ ବାତିଲ କରାଯାଇଥିବା ବେଳେ କିଛି ଟ୍ରେନ୍‌କୁ ଆଂଶିକ ଭାବରେ ବାତିଲ କରାଯାଇଛି। ସେହିଭଳି କିଛି ଟ୍ରେନ୍‌କୁ ଦିଗ ପରିବର୍ତ୍ତନ କରାଯାଇଥିବା ବେଳେ କିଛି ଟ୍ରେନ୍‌କୁ ପୁନଃ ସୂଚୀ କରାଯାଇଛି।

ବାତିଲ କରାଯାଇଥିବା ଟ୍ରେନ୍‌

୫୮୩୦୧ ସମ୍ବଲପୁର-କୋରପୁଟ ପାସେଞ୍ଜର
୫୮୩୦୪ ଜୁନାଗଡ଼ ରୋଡ଼-ଲାଞ୍ଜିଗଡ଼ ରୋଡ ପାସେଞ୍ଜର
୫୮୩୦୩ ସମ୍ବଲପୁର-ଜୁନାଗଡ଼ ରୋଡ଼ ପାସେଞ୍ଜର
୫୮୨୦୭ ରାୟପୁର-କେସିଙ୍ଗା ପାସେଞ୍ଜର
୧୮୩୦୨ ରାୟଗଡ଼ା-ସମ୍ବଲପୁର ଏକ୍ସପ୍ରେସ

ଅଗଷ୍ଟ ୧୫ରେ ବାତିଲ କରାଯାଇଥିବା ଟ୍ରେନ୍‌

୧୮୨୧୨ ଜଗଦଲପୁର-ଦୁର୍ଗ
୦୮୩୦୧ ସମ୍ବଲପୁର-ବାଂଶଓ୍ଵାଡି(ବେଙ୍ଗାଲୁରୁ)
୦୮୩୦୨ ବାଂଶଓ୍ଵାଡି(ବେଙ୍ଗାଲୁର)-ସମ୍ବଲପୁର
୧୮୧୦୮ କୋରାପୁଟ-ରାଉରକେଲା
୫୮୫୩୦ ଦୁର୍ଗ-ବିଶାଖାପାଟଣା ପାସେଞ୍ଜର
୫୮୫୩୦ ବିଶାଖାପାଟଣା-ଦୁର୍ଗ ପାସେଞ୍ଜର
୫୮୫୨୭ ରାୟପୁର-ବିଶାଖାପାଟଣା ପାସେଞ୍ଜର
୫୮୫୨୮ ବିଶାଖାପାଟଣା-ରାୟପୁର ପାସେଞ୍ଜର
୧୮୫୧୭ କୋରବା-ବିଶାଖାପାଟଣା ଏକ୍ସପ୍ରେସ
୧୮୫୧୮ ବିଶାଖାପାଟଣା-କୋରବା ଏକ୍ସପ୍ରେସ

ଅଗଷ୍ଟ ୧୬ରେ ବାତିଲ କରାଯାଇଥିବା ଟ୍ରେନ୍‌

୫୮୩୦୧ ସମ୍ବଲପୁର-କୋରାପୁଟ ପାସେଞ୍ଜର
୫୮୩୦୨ କୋରାପୁଟ-ସମ୍ବଲପୁର ପାସେଞ୍ଜର
୫୮୩୦୪ ଜୁନାଗଡ଼ ରୋଡ଼-ସମ୍ବଲପୁର ପାସେଞ୍ଜର

ସମ୍ବନ୍ଧିତ ଖବର