ସମ୍ବଲପୁର: ହୀରାକୁଦ ଷ୍ଟେସନ୍ ନିକଟରେ ଅଜଣା ଟ୍ରେନ୍ ଧକ୍କାରେ ଜଣେ ଯୁବକ(୩୫)ଙ୍କ ମୃତ୍ୟୁ ଘଟିଛି। ଯୁବକଙ୍କ ପରିଚୟ ମଧ୍ୟ ଜଣାପଡ଼ିନାହିଁ। ମଙ୍ଗଳବାର ସକାଳେ ଦୁର୍ଘଟଣା ଘଟିଥିବା କହାଯାଉଥିବା ବେଳେ ସୂଚନା ପାଇ ସମ୍ବଲପୁର ଜିଆର୍ପି ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା। ଶବ ବ୍ୟବଚ୍ଛେଦ ପରେ ମୃତଦେହକୁ ବୁର୍ଲାର ଶବଗୃହରେ ରଖାଯାଇଛି।
ଟ୍ରେନ୍ ଧକ୍କାରେ ଯୁବକ ମୃତ
/sambad/media/post_attachments/wp-content/uploads/2022/07/train-lhb-coach.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)