ଭୁବନେଶ୍ବର: ଆଜିଠାରୁ ରାଉରକେଲା-ଭୁବନେଶ୍ବର ଏକ୍ସପ୍ରେସ ସ୍ବତନ୍ତ୍ର ଟ୍ରେନ ଭୁବନେଶ୍ବରରୁ ଦିନ ୨.୧୦ ପରିବର୍ତ୍ତେ ଦିନ ୧.୪୦ରେ ଷ୍ଟେସନ ଛାଡିବ। ଏହା ସହ ଟ୍ରେନଟି ରାଉରକେଲାରେ ରାତି ୯ଟାରେ ପହଞ୍ଚିବା ସହ ସେଠାରୁ ସକାଳ ୫.୨୦ରେ ବାହାରି ଭୁବନେଶ୍ଵରରେ ଦିନ ୧୨.୩୦ରେ ପହଁଞ୍ଚିବ ।
ଦିନ ୨.୧୦ ପରିବର୍ତ୍ତେ ଦିନ ୧.୪୦ରେ ଭୁବନେଶ୍ବର ଷ୍ଟେସନ ଛାଡିବ ରାଉରକେଲା-ଭୁବନେଶ୍ବର ଏକ୍ସପ୍ରେସ ସ୍ବତନ୍ତ୍ର ଟ୍ରେନ
/sambad/media/post_attachments/wp-content/uploads/2020/12/t-30.jpg)